ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

Sep 20, 2024 - 11:49
 0  2
ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଏନ. ଭି. ହରିହର ରାଓଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ମାମଲାରେ ବାଲେଶ୍ବରର ଦୁଇଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଦଳ। ଅନ୍ୟ କେଉଁଠି ଘର କିମ୍ବା ଜମି ରହିଛି ତାହାର ତଥ୍ୟ ସଂଗ୍ରହ କରୁଛି ଭିଜିଲାନ୍ସ । ତେବେ ଆୟଠାରୁ ସମ୍ପତ୍ତିର ମୂଲ୍ୟ ଢ଼େର ଅଧିକ ଥିବା ବେଳେ ଏତେ ସମ୍ପତ୍ତି ସେ କେଉଁଠାରୁ ଆଣିଲେ ତାର ଚାଲିଛି ତଦନ୍ତ । ବାଲେଶ୍ୱର ସମେତ ଭୁବନେଶ୍ବର ଓ ବ୍ରହ୍ମପୁରର ଭିନ୍ନ ଭିନ୍ନ ଠିକଣାରେ ଚଢାଉ କରୁଛି ଭିଜାଲାନ୍ସ ବିଭାଗ।

What's Your Reaction?

like

dislike

love

funny

angry

sad

wow