ରାସନ ଦୁର୍ନୀତି ମାମଲା; ବେଙ୍ଗଲ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କୁ ଇଡିର ସମନ

ପଶ୍ଚିମବଙ୍ଗ ରାଶନ ଦୁର୍ନୀତି ମାମଲାରେ ଆଉ ଜଣେ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କୁ ସମନ ପଠାଇଛି ଇଡି ତଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜୁନ ୫ ଭୋର୍ ୫ଟା ସୁଦ୍ଧା କୋଲକାତାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଋତୁପର୍ଣ୍ଣାଙ୍କୁ ଦିଆଯାଇଛି ନିର୍ଦ୍ଦେଶ ।ପୂର୍ବରୁ ମଧ୍ୟ ଇଡି ପ୍ରଶ୍ନର ସାମ୍ନା କରି ସାରିଛନ୍ତି ସେନଗୁପ୍ତା । ୨୦୧୯ରେ ସେନଗୁପ୍ତା ରୋଜ୍ ଭେଲି ଚିଟ୍ ଫଣ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଏବଂ ତାଙ୍କୁ ଜେରା କରିଥିଲା ତଦନ୍ତକାରୀ ସଂସ୍ଥା ।
What's Your Reaction?






