ସର୍ବୋଚ୍ଚଅଦାଲତରୁ ବିହାର ସରକାରଙ୍କୁ ବଡ଼ ଝଟ୍‌କା

ସର୍ବୋଚ୍ଚଅଦାଲତରୁ ବିହାର ସରକାରଙ୍କୁ  ବଡ଼ ଝଟ୍‌କା

ସର୍ବୋଚ୍ଚଅଦାଲତରୁ ବିହାର ସରକାରଙ୍କୁ ମିଳିଛି ଏକ ବଡ଼ ଝଟ୍‌କା । ବିହାରରେ ସଂରକ୍ଷଣକୁ ୬୫ପ୍ରତିଶତକୁ ବୃଦ୍ଧି କରିବା ବିରୋଧରେ ପାଟନା ଉଚ୍ଚନ୍ୟାଳୟଙ୍କ  ରାୟ ଉପରେ ରହିତାଦେଶ ଲାଗି ଅଗ୍ରାହ୍ୟ କରିଛନ୍ତି ସର୍ବୋଚ୍ଚଅଦାଲତ। ସେପ୍ଟେମ୍ବରରେ ଏହି ମାମଲାର ହେବ ବିସ୍ତୃତ ଶୁଣାଣି । ସଂରକ୍ଷଣ ବୃଦ୍ଧି ପାଇଁ ବିହାର ସରକାରଙ୍କ ନିଷ୍ପତ୍ତିକୁ ବାତିଲ କରିଦେଇଥିଲେ ପାଟନା ଉଚ୍ଚନ୍ୟାଳୟ। ତା’ପରେ ଏହା ବିରୋଧରେ ସର୍ବୋଚ୍ଚଅଦାଲତରେ ପହଞ୍ଚିଥିଲେ ରାଜ୍ୟ ସରକାର।