ସୁନା କିଣିବା ପୂର୍ବରୁ ପକାନ୍ତୁ ନଜର

ସୁନା କିଣିବା ପୂର୍ବରୁ ପକାନ୍ତୁ ନଜର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪ ହଜାର ୬୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ରହିଛି ୬୭ ହଜାର ୮୪୦ ଟଙ୍କା ।ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୭,୮୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୪,୦୬୦ ଟଙ୍କା ହୋଇଛି।ଅନ୍ୟପଟେ  ଆଜି କେଜି ପ୍ରତି ୯୧,୬୦୦ ଟଙ୍କା ହୋଇଛି ରୂପା ଦର ।