ସୁସ୍ଥ ଅଛନ୍ତି ରତନ ଟାଟା

Oct 7, 2024 - 15:20
 0  2
ସୁସ୍ଥ ଅଛନ୍ତି ରତନ ଟାଟା

ସୁସ୍ଥ ଅଛନ୍ତି ରତନ ଟାଟା । ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ସେ ନିଜେ । ସେ କହିଛନ୍ତି ଯେ, ମୋ ଅସୁସ୍ଥତାକୁ ନେଇ ଗଣମାଧ୍ୟମରେ ପ୍ରସାରିତ ସମସ୍ତ ଖବର ଗୁଜବ ।  ବୟସ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଡାକ୍ତରୀ ଯାଞ୍ଚ କରାଯାଉଛି । ଏଣୁ ନିୟମିତ ଚେକ-ଅପ ପାଇଁ ହାସପାତାଳ ଆସିଥିଲି। ମୋ ସ୍ବାସ୍ଥ୍ଯବସ୍ଥା ସମ୍ପୂର୍ଣ୍ଣ ଠିକ୍ ରହିଥିବାବେଳେ ଜନସାଧାରଣ ଏବଂ ଗଣମାଧ୍ୟମକୁ ଭୁଲ ତଥ୍ୟ ପ୍ରସାରିତ ନକରିବାକୁ ଅନୁରୋଧ କରିଛନ୍ତି ରତନ ଟାଟା।ସୂଚନା ଅନୁଯାୟୀ, ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଥିବା ନେଇ ବିଭିନ୍ନ ଗଣମାଧ୍ଯମରେ ପ୍ରକାଶ ପାଇଥିଲା ଖବର । 

What's Your Reaction?

like

dislike

love

funny

angry

sad

wow