ହମାସ-ଇସ୍ରାଏଲ ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଚ୍ଛେଦ

Jan 18, 2025 - 12:59
 0  1
ହମାସ-ଇସ୍ରାଏଲ ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଚ୍ଛେଦ

ହମାସ-ଇସ୍ରାଏଲ ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଚ୍ଛେଦ।କାରଣ ଶୁକ୍ରବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଅସ୍ତ୍ରବିରତି ରାଜିନାମାକୁ ମିଳିଛି ସହମତି । ଜାନୁଆରୀ ୧୯ ତାରିଖ ଅର୍ଥାତ୍ ରବିବାରଠାରୁ ଦୁଇ ଦେଶ ମଧ୍ୟରେ ଲାଗୁ ହେବ ଯୁଦ୍ଧବିରତି । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୩୩ ଜଣ ପଣବନ୍ଦୀଙ୍କୁ ଛାଡିବ ହମାସ । ସେମାନଙ୍କ ଭିତରେ ରହିଛନ୍ତି ୫ଜଣ ମହିଳା ସୈନିକ। ଏହି  ୫ ମହିଳା ସୈନିକଙ୍କ ବଦଳରେ ୨୫୦ ଜଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିବ ଇସ୍ରାଏଲ ।୪୨ ଦିନ ଯାଏ କାଏମ ରହିବ ଏହି ଯୁଦ୍ଧବିରତି।  ତେବେ ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଏହି ଯୁଦ୍ଧବିରତି ଚୁକ୍ତି ସମ୍ଭବ ହୋଇପାରିଥିବା କହିଛି ହମାସ । 

What's Your Reaction?

like

dislike

love

funny

angry

sad

wow