ଅକ୍ଟୋବର ୯ ରେ ମିଳିବ ସୁଭଦ୍ରା ଟଙ୍କା

ଅକ୍ଟୋବର ୯ ରେ ମିଳିବ ସୁଭଦ୍ରା ଟଙ୍କା

ଅକ୍ଟୋବର ୯ ତାରିଖରେ ମିଳିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା।  ୪୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଏହି ସହାୟତା ରାଶି।ସେପ୍ଟେମ୍ବର ୭ ତାରିଖ ଯାଏ ଆବେଦନ କରିଥିବା ମହିଳା ହିଁ ୯ତାରିଖରେ ପାଇବେ ଟଙ୍କା ।ବାରିପଦାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ  ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।