ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ପହଞ୍ଚିଲା ଭାରତ

Aug 4, 2024 - 16:04
 0  4
 ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ପହଞ୍ଚିଲା ଭାରତ

 ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ପହଞ୍ଚିଲା ଭାରତ । କ୍ୱାଟର୍ସରେ ଗ୍ରେଟ୍ ବ୍ରିଟେନକୁ ହରାଇ ସେମିରେ କରିଛି ପ୍ରବେଶ । ସୁଟ୍ ଆଉଟରେ ୪-୨ ଗୋଲରେ ଗ୍ରେଟ ବ୍ରିଟେନ ବିପକ୍ଷରେ ଜିତିଲା ଭାରତ । ନିର୍ଦ୍ଧାରିତ ସମୟରେ ୧-୧ ଗୋଲରେ ଡ୍ର ହୋଇଥିଲା ମ୍ୟାଚ । ସୁଟ ଆଉଟ ଗୋଲ ବେଳେ ଚମତ୍କାର ପ୍ରଦର୍ଶନ କରିଥିଲେ ଗୋଲକିପର ଶ୍ରୀଜେଶ । ଏହି ବିଜୟ ସହ ଏବେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ ।

What's Your Reaction?

like

dislike

love

funny

angry

sad

wow