ସମଗ୍ର ବିଶ୍ୱ ଦେଖିବ ମିଳିତ ଶକ୍ତି
ସମଗ୍ର ବିଶ୍ୱ ଦେଖିବ ମିଳିତ ଶକ୍ତି । ଅଷ୍ଟ୍ରେଲିଆ, ଆମେରିକା, ଜର୍ମାନୀ, ଫ୍ରାନ୍ସ, ବିଟ୍ରେନ, ସ୍ପେନ, ୟୁଏଇ, ସିଙ୍ଗାପୁର, ଗ୍ରୀସ,ସ୍ପେନ ଓ ବାଂଲଦେଶ ଏକାଠି କରିବେ ମିଳିତ ସେନା ଅଭ୍ୟାସ । ଏହି ଯୁଦ୍ଧାଭ୍ୟାସର ନାଁ ରହିଛି ତ୍ରିରଙ୍ଗ ଶକ୍ତି ।ଦୁଇଟି ପର୍ୟ୍ୟାୟରେ ହେବ ଯୁଦ୍ଧାଭାସ । ପ୍ରଥମଟି ଅଗଷ୍ଟ ୬ରୁ ୧୪ ଓ ୨ୟ ଚରଣ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧୨ ଯାଏଁ ହେବ। ପ୍ରଥମ ଚରଣ ତାମିଲନାଡୁ ଓ ୨ୟଚରଣ ରାଜସ୍ଥାନ ଯୋଧପୁରରେ କରାଯିବ ଆୟୋଜିତ ।ଏଥିରେ ଶକ୍ତି ପ୍ରଦର୍ଶନ କରିବେ ୮୦ରୁ ଅଧିକ ଯୁଦ୍ଧବିମାନ ।୯ଦେଶର ବାୟୁସନା ନିଜର ନିଜର ଲଢ଼ୁଆ ବିମାନ ସହ ଭାରତର ଆକାଶରେ କରିବେ ଶକ୍ତି ପ୍ରଦର୍ଶନନ । ପରସ୍ପର ସହ ସାମରିକ ଶକ୍ତି, ରଣନୀତି ଓ ସର୍ମ୍ପକକୁ ମଜଭୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
What's Your Reaction?