ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଦିଲ୍ଲୀରେ ଗିରଫ

Apr 18, 2026 - 15:57
 0  1
ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଦିଲ୍ଲୀରେ ଗିରଫ

ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଦିଲ୍ଲୀରେ ଗିରଫ। ଭୁବନେଶ୍ବରର ଶେଖ୍ ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ। ତାଙ୍କ ସହ ଅନ୍ୟ ୩ ଜଣଙ୍କୁ ବି କରାଯାଇଛି ଗିରଫ। ଅନ୍ୟ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ମହାରାଷ୍ଟ୍ରର ୨ ଜଣ ଓ ବିହାର ଜଣେ। ଅଭିଯୁକ୍ତମାନେ ଖଲିଫା ପ୍ରତିଷ୍ଠାର ଚିନ୍ତାଧାରା ଦ୍ୱାରା ହୋଇଥିଲେ ଅନୁପ୍ରାଣିତ । ସେମାନେ ଖୁରାସାନରୁ ଲସ୍କର ଆସିବା ଓ କଳା ପତାକା ଉଡ଼ାଇବାର ଉଦ୍ଦେଶ୍ୟରେ ରଖୁଥିଲେ ବିଶ୍ୱାସ । 

What's Your Reaction?

like

dislike

love

funny

angry

sad

wow