ବରାଳ ବାଲୁଙ୍କେଶ୍ବର ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ

Apr 18, 2026 - 15:52
 0  1
ବରାଳ ବାଲୁଙ୍କେଶ୍ବର ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ବଢ଼ିଲା ଆତଙ୍କ। ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ଉଡ଼ାଇ ଦେବାକୁ ମିଳିଲା ଚେତାବନୀ। ମନ୍ଦିର ସେବାୟତଙ୍କୁ ଅଜଣା ନମ୍ବରରୁ ଆସିଛି ଧମକପୂର୍ଣ୍ଣ ବାର୍ତ୍ତା। ଏଥିରେ ୫୦ ଲକ୍ଷ ଟଙ୍କା ଦିଅ ନଚେତ୍ ମନ୍ଦିରକୁ ବୋମାରେ ଉଡାଇଦେବାକୁ ଧମକ ଦେଇଛି କେହି ଜଣେ ଦୁର୍ବୃତ୍ତ। ଏହି ବାର୍ତ୍ତା ପରେ ଏବେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଭୟଙ୍କର ବାତାବରଣ। 

What's Your Reaction?

like

dislike

love

funny

angry

sad

wow