ପୁଣି ହେବ ପୌର ନିର୍ବାଚନ

Mar 5, 2025 - 14:51
 0  1
ପୁଣି ହେବ ପୌର ନିର୍ବାଚନ

ସମ୍ବଲପୁର,ରାଉରକେଲା ଓ ପୁରୀରେ ପୁଣି ହେବ ପୌର ନିର୍ବାଚନ । ଉଚ୍ଚନ୍ୟାୟଳୟଙ୍କ ଶୁଣାଣି ପରେ ଏହି ୩ ସହରରେ ଆରମ୍ଭ ହେବ ର୍ନିବାଚନ ପ୍ରକ୍ରିୟା। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଥିବା ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।ସମ୍ବଲପୁର ଆଉ ରାଉରକେଲାରେ ପୌର ନିର୍ବାଚନ ଗତ ୧୧ ବର୍ଷ ହେଲା ବନ୍ଦ ପଡିଥିବାବେଳେ, ପୁରୀରେ ଗତ ୬ ବର୍ଷ ହେଲା ବନ୍ଦ ରହିଛି ପୌର ନିର୍ବାଚନ । 

What's Your Reaction?

like

dislike

love

funny

angry

sad

wow