ଏକାଠି ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱର ହୋତା

Mar 5, 2026 - 14:27
 0  0
ଏକାଠି ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱର ହୋତା

ଆଜି ରାଜ୍ୟସଭା ନିର୍ବାଚନ ନାମାଙ୍କନ ଦାଖଲର ଶେଷଦିନରେ ଏକାସାଙ୍ଗେ ନାମାଙ୍କାନ ଭରିଛନ୍ତି ୩ୟ ଆସନ ପାଇଁ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ୪ର୍ଥ ଆସନ ପାଇଁ କମନ କ୍ୟାଣ୍ଡେଡେଟ୍ ଥିବା ଡ. ଦତ୍ତେଶ୍ୱର ହୋତା। ଏହି ନାମାଙ୍କନ ଦାଖଲ ସମୟରେ ଦେଖିବାକୁ ମିଳିଛି କିଛି ରୋଚକ ଦୃଶ୍ୟ।ଏକାଠି ଗୋଟିଏ ଜାଗାରେ ବସିଥିଲେ ପରସ୍ପର ବିରୋଧୀ ଥିବା ଦୁଇ ଦଳର ଦୁଇ ନେତା ବିଜେଡି ମୂଖ୍ୟ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସ।

 

What's Your Reaction?

like

dislike

love

funny

angry

sad

wow