ଆସନ୍ତା କାଲି ପୋଲାଭରମ୍ ଗସ୍ତରେ ଯିବ ବିଜେଡି ଦଳ
ପୋଲାଭରମ କ୍ଷତିଗସ୍ତ ଅଞ୍ଚଳ ବୁଲିବ ବିଜେଡି ଦଳ । ଏହି ଦଳ ଗଠନ କରିଛନ୍ତି ବିଜେଡି ମୂଖ୍ୟ ନବୀନ ପଟ୍ଟନାୟକ । ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟି । ଦଳରେ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ସ୍ଥାନୀୟ ଅଂଚଳର ବିଜେଡି ନେତା। ମାଲକାନଗିରି ମୋଟୁ ଅଞ୍ଚଳ ପରିଦର୍ଶନ କରି ନବୀନଙ୍କୁ ରିପୋର୍ଟ ଦେବେ ଏହି ଦଳ।
What's Your Reaction?