ଆସନ୍ତା ମେ ୨ୟ ସପ୍ତାହ ସୁଦ୍ଧା ବାହାରିବ ମାଟ୍ରିକ ଫଳାଫଳ
ଆସନ୍ତା ମେ ୨ୟ ସପ୍ତାହ ସୁଦ୍ଧା ବାହାରିବ ମାଟ୍ରିକ ଫଳାଫଳ। ୫୧ଟି କେନ୍ଦ୍ରରେ ହେବ ଖାତା ଦେଖା । ମାର୍ଚ୍ଚ ୧୯ରୁ ବିଭିନ୍ନ ସେଣ୍ଟରରେ ଆରମ୍ଭ ହେବ ଖାତା ଦେଖା ପ୍ରକ୍ରିୟା ।ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।
What's Your Reaction?