ନିକିତା ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ
ବହୁଚର୍ଚ୍ଚିତ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତା ହତ୍ୟା ମାମଲାରେ ଆସିଲା ରାୟ । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏଡିଜେ-୩ ଅଦାଲତ। ଏହି ମାମଲାରେ ଲିପନର ବାପା ଓ ମାଆ ନିର୍ଦ୍ଦୋଷରେ ହୋଇଛନ୍ତି ଖଲାସ । ୨୦୧୯ରେ ନିଜ ଘର ଛାତରୁ ପଡ଼ି ନିକିତାଙ୍କ ହୋଇଥିଲା ମୃତ୍ୟୁ । ପରେ ଆଇପିସି ଧାରା ୩୦୨ରେ ରୁଜୁ ହୋଇଥିଲା ହତ୍ୟା ମାମଲା ।
What's Your Reaction?