ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତୀ ଘୋଷଣା କଲେ ଟ୍ରମ୍ପ

US President Donald Trump has announced a ceasefire between Iran and Israel. In a post on social media, he stated: "Congratulations to all! A complete ceasefire will be observed between Israel and Iran. Both sides have agreed to the terms. Iran will initiate the ceasefire, and Israel will follow 12 hours later. The war will officially end after 24 hours." Trump said the 12-day war coming to an end is being welcomed globally.

Jun 24, 2025 - 12:48
 0  1
ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତୀ ଘୋଷଣା କଲେ ଟ୍ରମ୍ପ

ଇରାନ ଓ ଇସ୍ରାଏଲ ମଧ୍ୟରେ ଘୋଷଣା ହେଲା ଅସ୍ତ୍ରବିରତି। ଏହି ଘୋଷଣା ନିଜେ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସାମାଜିକ ଗଣମାଧ୍ଯମରେ ସେ ପୋଷ୍ଟ କରି କହିଛନ୍ତି ଯେ, “ସମସ୍ତଙ୍କୁ ଅଭିନନ୍ଦନ! ଇସ୍ରାଏଲ ଏବଂ ଇରାନ ମଧ୍ୟରେ ହେବ ସମ୍ପୂର୍ଣ୍ଣ ଅସ୍ତ୍ରବିରତି । ଏଥିପାଇଁ ସମସ୍ତଙ୍କ ପକ୍ଷରୁ ମିଳିଛି ସହମତି । ପ୍ରଥମେ ଇରାନ ଅସ୍ତ୍ରବିରତି ଆରମ୍ଭ କରିବ ଏବଂ ୧୨ ଘଣ୍ଟା ପରେ ପରେ ଏହା ପାଳନ କରିବ ଇସ୍ରାଏଲ । ୨୪ ଘଣ୍ଟା ପରେ ଯୁଦ୍ଧ ସମାପ୍ତ ବୋଲି ଆନୁଷ୍ଠାନିକ ଭାବରେ କରାଯିବ ବିଚାର । ୧୨ ଦିନିଆ ଯୁଦ୍ଧର ସମାପ୍ତିକୁ ବିଶ୍ୱ ସ୍ୱାଗତ କରିବ ବୋଲି କହିଛନ୍ତି ଟ୍ରମ୍ପ ।

What's Your Reaction?

like

dislike

love

funny

angry

sad

wow