କୋଲକାତାରେ ଭୟଙ୍କର ବିସ୍ଫୋରଣ

Sep 14, 2024 - 18:07
 0  2
କୋଲକାତାରେ ଭୟଙ୍କର ବିସ୍ଫୋରଣ

 ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ବ୍ଲୁଚମାନ ସେଣ୍ଟ ଏବଂ ଏସ.ଏନ ବାନାର୍ଜୀ ରୋଡ କ୍ରସିଂରେ ହୋଇଛି ଏକ ବଡ଼ ଧରଣର ବିସ୍ଫୋରଣ । ଅପରାହ୍ନ ପ୍ରାୟ ୧ଟା ୩୦ ସମୟରେ ଏହି ବିସ୍ଫୋରଣ ଘଟିଥିବା କହିଛି ପୋଲିସ୍। ୧ଟା ୪୫ରେ ପୋଲିସକୁ ଏ ସମ୍ପର୍କରେ ମିଳିଥିଲା ସୂଚନା । ବିସ୍ଫୋରଣ ଘଟଣାରେ ଅଳିଆ ସଂଗ୍ରହକାରୀ ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଆହତ ହୋଇଥିଲେ।ସନ୍ଦେହଜନକ ବ୍ୟାଗରେ ବିସ୍ଫୋରଣ ଘଟିଥିବା କହିଛି ପୋଲିସ ।ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

What's Your Reaction?

like

dislike

love

funny

angry

sad

wow