ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ, ୯ ଯବାନ ସହିଦ
ଛତିଶଗଡ଼ ବିଜାପୁରର କୁଟରୁ ବେଦ୍ରେ ରାସ୍ତାରେ ଭୟଙ୍କର ମାଓ ଆକ୍ରମଣ ।ଆଇଇଡି ଲଗାଇ ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଉଡ଼ାଇ ଦେଲେ ନକ୍ସଲ।ଏଥିରେ ୮ ଜଣ ଯବାନ ସହିଦ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ଗାଡ଼ି ଡ୍ରାଇଭର।ଦାନ୍ତେୱାଡା, ନାରାୟଣପୁର ଜଙ୍ଗଲରେ ମାଓ ଅଭିଯାନ ସାରି ଫେରୁଥିଲେ ଦାନ୍ତେୱାଡା ଡିଆରଜି କ୍ୟାମ୍ପର ଏହି ସମସ୍ତ ଯବାନ।
What's Your Reaction?