ଜାପାନରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ

Aug 8, 2024 - 15:42
 0  3

ଜାପାନରେ ଦୁଇ ମିନିଟ୍‌ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂକମ୍ପ ହୋଇଛି ଅନୁଭୂତ । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ରହିଥିଲା ଯଥାକ୍ରମେ ୬.୯ ଓ ୭.୧ । ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶ୍ୟୁ ଦ୍ୱୀପ ଓ ଶିକୋକୁରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଦୁଇ ଦୁଇଟି ଭୂକମ୍ପ ଝଟ୍‌କା ପରେ ଉକ୍ତ ଅଞ୍ଚଳରେ ପ୍ରଶାନ୍ତ ଉପକୂଳ ପାଇଁ ଜାରି କରାଯାଇଛି ୨୦ ସେଣ୍ଟିମିଟର ଉଚ୍ଚତାରେ ସୁନାମୀ ସତର୍କତା। ତେବେ ଏହି ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟି ନ ଥିବା ମିଳିଛି ସୂଚନା ।

What's Your Reaction?

like

dislike

love

funny

angry

sad

wow