ତେଲେଙ୍ଗାନା ବିସ୍ପୋରଣରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ
Chief Minister Mohan Majhi has announced financial aid for the victims of the Telangana pharmaceutical company explosion. Through the CM’s relief fund, ₹1 million will be provided to the families of the deceased. Among the deceased are three from Ganjam, two from Nabarangpur, and one each from Cuttack, Jajpur, and Baleswar.
ତେଲେଙ୍ଗାନାର ଫାର୍ମାସିଟିକାଲ କମ୍ପାନି ବିସ୍ପୋରଣରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତକଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ କରାଯାଇଛି ଘୋଷଣା । ତେଲେଙ୍ଗାନା ବିସ୍ଫୋରଣରେ ଗଞ୍ଜାମର ତିନିଜଣ, ନବରଙ୍ଗପୁରର ଦୁଇ ଜଣ ଏବଂ କଟକ, ଯାଜପୁର ଓ ବାଲେଶ୍ୱରର ଜଣେ ଲେଖାଏଁ କରିଛନ୍ତି ମୃତ୍ୟୁବରଣ ।
What's Your Reaction?