ଶରଧାବାଲି ଦଳାଚକଟା ଘଟଣାର ଭିଡିଓ ମାଗିଲେ ଉନ୍ନୟନ କମିସନର ଅନୁ ଗର୍ଗ
Development Commission investigator Anu Garg has appealed for any videos related to the accident that occurred during Rath Yatra at Puri’s Shardha Bari. The public who were present at the site are urged to send any footage or information to assist in the investigation. An email request has been issued for this purpose.
ରଥଯାତ୍ରା ପରଦିନ ପୁରୀ ଶରଧାବାଲିରେ ଘଟିଥିବା ଦଳାଚକଟା ଘଟଣାରେ ଭିଡିଓ ଦେବାକୁ ଅପିଲ୍ କରିଛନ୍ତି ଉନ୍ନୟନ କମିଶନର ତଥା ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗ । ଦଳାଚକଟା ସମୟରେ ସେଠାରେ ଉପସ୍ଥିତ ଜନସାଧାରଣଙ୍କ ପାଖରେ ଯେଉଁ ସବୁ ଭିଡିଓ ବା ତଥ୍ୟ ଅଛି, ସେଗୁଡିକୁ ପଠାଇବା ପାଇଁ କରିଛନ୍ତି ନିବେଦନ,ଯାହା କି ଭିଡିଓ ଗୁଡିକ ତଦନ୍ତରେ କରିବ ସହଯୋଗ । ଏ ନେଇ ସେ ଜାରି କରିଛନ୍ତି ଏକ ଇମେଲ ।
What's Your Reaction?