ବାଇକ୍ ଉପରେ ଟ୍ରକ୍ ଚଢି ଚାଲିଗଲା ୫ ଜୀବନ

Jan 31, 2026 - 16:43
 0  1
ବାଇକ୍ ଉପରେ ଟ୍ରକ୍ ଚଢି ଚାଲିଗଲା ୫ ଜୀବନ

ବାଇକ୍ ଉପରେ ଟ୍ରକ୍ ଚଢି ଚାଲିଗଲା ଏକାଧିକ ଜୀବନ। ବ୍ରହ୍ମପୁର ହଳଦିଆପଦର ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ହୋଇଛନ୍ତି ଗୁରୁତର । ପୋଲିସ ପହଞ୍ଚି ଟ୍ରକ୍ ଚାଳକକୁ କରିଛି ଗିରଫ । ସେପଟେ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମୃତକଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଘୋଷଣା କରାଯାଇଛି ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି।

What's Your Reaction?

like

dislike

love

funny

angry

sad

wow