ଦିନିକିଆ କ୍ରିକେଟରୁ ଅବସର ନେଲେ ଗ୍ଲେନ୍ ମ୍ୟାକ୍ସଓ୍ୱେଲ
Australian star all-rounder Glenn Maxwell has announced his retirement from One Day Internationals (ODIs). The 36-year-old cricketer played many memorable innings in his 13-year-long ODI career. Maxwell played a key role in helping Australia win two ODI World Cups. However, while bidding farewell to the 50-over format, Maxwell confirmed that he will continue to play T20 cricket.

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ତାରକା ଅଲରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସଓ୍ୱେଲ ।୩୬ ବର୍ଷୀୟ ମ୍ୟାକ୍ସୱେଲ୍ ତାଙ୍କ ୧୩ ବର୍ଷର ଦିନିକିଆ କ୍ୟାରିୟରରେ ଖେଳିଥିଲେ ଅନେକ ସ୍ମରଣୀୟ ଇନିଂସ। ଅଷ୍ଟ୍ରେଲିଆକୁ ଦୁଇଥର ଦିନିକିଆ ବିଶ୍ୱକପ୍ ଜିତାଇବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ତେବେ ସେ ୫୦ ଓଭର ଫର୍ମାଟକୁ ବିଦାୟ ଦେଇଥିଲେ ବି ଖେଳିବେ T20 ।
What's Your Reaction?






