ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ; ଜାରି ହେଲା ଜିଆର୍ଏପି-୪ କଟକଣା
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିବା ପରେ ଲାଗୁ କରାଯାଇଛି ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪। ବାୟୁର ମାନ ୪୮୦ ଉପରେ ଥିବା କରାଯାଇଛି ରେକର୍ଡ । ବାୟୁମଣ୍ଡଳରେ ଯେଉଁଆଡେ ଦେଖିଲେ ଦେଖାଯାଉଛି ଖାଲି ଧୂଆଁମୟ ପରିବେଶ ।ସେପଟେ ଆଜିଠାରୁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକ ଅଫ୍ଲାଇନ ଖୋଲିଥିବାବେଳେ ଅନ୍ୟ ସମସ୍ତ ଶ୍ରେଣୀ ପାଇ ଅନଲାଇନରେ ହେବ ପାଠପଢ଼ା।
What's Your Reaction?