ଦିଲ୍ଲୀ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ଆପ୍

Dec 11, 2024 - 13:59
 0  3
ଦିଲ୍ଲୀ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ଆପ୍

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଏକାକୀ ଲଢ଼ିବ ଆମ୍ ଆଦମୀ ପାର୍ଟି । କଂଗ୍ରେସ ସହିତ ମେଣ୍ଟ ନେଇ ଲାଗି ରହିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆପ୍ କୌଣସି ପ୍ରକାର ବୁଝାମଣା କରିବ ନାହିଁ କି କୌଣସି ରାଜନୈତକ ଦଳ ସହିତ ମେଣ୍ଟ କରିବ ନାହିଁ ।  ଏନେଇ ନିଜ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଘୋଷଣା କରିଛନ୍ତି କେଜ୍ରିଓ୍ୱାଲ ।

What's Your Reaction?

like

dislike

love

funny

angry

sad

wow