ଦିଲ୍ଲୀ ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣା; ମୃତକଙ୍କ ପରିବାରକୁ ୨୦ ଲକ୍ଷ ଓ ଆହତଙ୍କୁ ୩ ଲକ୍ଷ ଟଙ୍କା ଘୋଷଣା

Jun 28, 2024 - 14:33
 0  5
ଦିଲ୍ଲୀ ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣା; ମୃତକଙ୍କ ପରିବାରକୁ ୨୦ ଲକ୍ଷ ଓ ଆହତଙ୍କୁ ୩ ଲକ୍ଷ ଟଙ୍କା ଘୋଷଣା

ଦିଲ୍ଲୀ ବିମାନବନ୍ଦର ଛାତ ଭୁଶୁଡିବା ଘଟଣାରେ ମୃତକଙ୍କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ। ମୃତକଙ୍କୁ ୨୦ ଲକ୍ଷ ଓ ଆହତଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରାଯାଇଥିବା କହିଛନ୍ତି ରାମ ମୋହନ।ଗତକାଲି ରାତିରୁ ଦିଲ୍ଲୀରେ ବର୍ଷା ଲାଗି ରହିଥିବାବେଳେ ଭୁଷୁଡି ପଡିଥିଲା ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରର ଏକ ନମ୍ବର ଟର୍ମିନାଲର ଛାତ। ଫଳରେ ତଳେ ଥିବା ଏକାଧିକ କାର୍ ଉପରେ ପଡ଼ିଥିଲା ସିଲିଂର ଭଗ୍ନାବେଶ।ଏଥିରେ  ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଲେ ୪ ଜଣ ହୋଇଛନ୍ତି ଆହତ। 

What's Your Reaction?

like

dislike

love

funny

angry

sad

wow