ନାସା ଅଭିଯାନରେ ଭାରତୀୟ ବାୟୁସେନା ପାଇଲଟ

Jan 31, 2025 - 13:29
 0  3
ନାସା ଅଭିଯାନରେ ଭାରତୀୟ ବାୟୁସେନା ପାଇଲଟ

ନାସା ଅଭିଯାନରେ ଭାରତୀୟ ବାୟୁସେନା ପାଇଲଟ । ନାସାର ମିଶନ୍‌ - ଫୋର ଅଭିଯାନରେ ସାମିଲ ହୋଇଛନ୍ତି ଭାରତୀୟ ବାୟୁସେନାର ପାଇଲଟ ଶୁଭାଂଶୁ ଶୁକ୍ଳା । ଖୁବଶୀଘ୍ର ସ୍ପେଶ୍-ଏକ୍ସର ଡ୍ରାଗନ୍ ସ୍ପେଶ୍ କ୍ରାଫ୍ଟକୁ ନେଇ ମହାକାଶକୁ ଯିବେ ଶୁଭାଂଶୁ। ଏହା ପୂର୍ବରୁ ଇସ୍ରୋର ଗଗନଯାନ ଅଭିଯାନ ପାଇଁ ଚୟନ ହୋଇ ତାଲିମ୍ ନେଇ ସାରିଛନ୍ତି ସେ।  ରାକେଶ ଶର୍ମାଙ୍କ ପରେ ମହାକାଶକୁ ଯିବାରେ ଦ୍ବିତୀୟ ଭାରତୀୟ ହେବାକୁ ଯାଉଛନ୍ତି ଶୁଭାଂଶୁ ଶୁକ୍ଳା ।

What's Your Reaction?

like

dislike

love

funny

angry

sad

wow