ପଡି କାର୍ଡରୁ କଟିବ ବିଦେଶୀଙ୍କ ନାଁ

Apr 28, 2025 - 16:19
 0  7
ପଡି କାର୍ଡରୁ କଟିବ ବିଦେଶୀଙ୍କ ନାଁ

ପଡି କାର୍ଡରୁ କଟିବ ବିଦେଶୀଙ୍କ ନାଁ।ଓଡ଼ିଶାରେ ଅନୁପ୍ରବେଶ କରି ପଡି କାର୍ଡ ହାତେଇଛନ୍ତି ପାକିସ୍ତାନୀ, ବାଂଲାଦେଶୀ  ଏବଂ ମିଆଁମାର ଲୋକ। ସେମାନଙ୍କୁ ଚିହ୍ନଟ କରି ନାଁ କାଟିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଯୋଗାଣମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ପାତ୍ର ଯିଏ ବି ରାଜନୈତିକ ଚାପ କିମ୍ବା ଅନ୍ୟ ଉପାୟରେ କାର୍ଡ ହାତେଇଛନ୍ତି ସେମାନଙ୍କୁ ତୁରନ୍ତ  ଚିହ୍ନଟ କରି କାର୍ଡ କାଟିବାକୁ କୁହାଯାଇଛି । ପ୍ରକ୍ରିୟା ସରିଲେ ସଂଖ୍ୟା ସାମ୍ନାକୁ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow