ପିପିଲିରୁ ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ

ପିପିଲିରୁ ଜବତ ହେଲା ୩୭୮ ଗ୍ରାମ ବ୍ରାଉନ ସୁଗାର,ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କା।ଘଟଣାରେ ୩ ଅଟକ ସମେତ ଏକ କାର୍କୁ ଜବତ କରିଛି ପୋଲିସ ।ବାଲେଶ୍ୱରରୁ ଏହି ବ୍ରାଉନ ସୁଗାର ଆସୁଥିବା ବେଳେ ଅଟକ ଥିବା ୨ ଯୁବକ ରାଉଲକେଲାର ବୋଲି ମିଳିଛି ସୂଚନା । ତେବେ ଗୁଇନ୍ଦା ସୂତ୍ରରୁ ଖବରପାଇ ଚଢ଼ାଉ କରିଥିଲା ପୁରୀ ଅବକାରୀ ବିଭାଗ ।
What's Your Reaction?






