ସାମାନ୍ୟ ଆଜି ବଢିଛି ସୁନାଦର

Aug 1, 2024 - 15:19
 0  4
ସାମାନ୍ୟ ଆଜି ବଢିଛି ସୁନାଦର

କିଛି ଦିନର ବ୍ୟବଧାନ ପରେ ଆଜି  ସାମାନ୍ୟ ବଢିଛି ସୁନାଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୪,୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ରହିଛି  ୬୯,୮୩୦ ଟଙ୍କା। ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୨୨ କ୍ୟାରେଟ ସୁନା ଦର ଏବେ ୬୪,୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି  ୬୯,୮୨୦ ଟଙ୍କା ରହିଛି । ଅନ୍ୟପଟେ କେଜି ପ୍ରତି ୮୬,୦୦୦ ଟଙ୍କା ରହିଛି ରୂପା ମୂଲ୍ୟ ।

What's Your Reaction?

like

dislike

love

funny

angry

sad

wow