ପୁଣି ଟ୍ରମ୍ପଙ୍କ ଶୁଳ୍କ କଟକଣା,ନିଶାଣରେ ୮ ୟୁରୋପୀୟ ଦେଶ

Jan 18, 2026 - 13:58
 0  4
ପୁଣି ଟ୍ରମ୍ପଙ୍କ  ଶୁଳ୍କ କଟକଣା,ନିଶାଣରେ ୮ ୟୁରୋପୀୟ ଦେଶ

ଗ୍ରୀନଲାଣ୍ଡ ଦଖଲ ପାଇଁ ଯୋଜନା କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍।ଏନେଇ ଦେଉଛନ୍ତି ଖୁଲମଖୁଲା ପ୍ରତିକ୍ରିୟା  । ଏପରିକି ଫେବ୍ରୁଆରୀରୁ ଟି ୟୁରୋପୀୟ ଦେଶ ଉପରେ ସେ ୧୦ପ୍ରତିଶତର ଶୁଳ୍କ ଲଗାଇବେ ବୋଲି ମଧ୍ୟ ଦେଇଛନ୍ତି ଧମକ । ଆଉ ଯେଉଁ ୟୁରୋପୀୟ ଦେଶମାନେ ଟ୍ରମ୍ପଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି ସେସବୁ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି । ଏହି ୮ଟି ଦେଶ ହେଲେ ଡେନମାର୍କ, ନରୱେ, ସ୍ବିଡେନ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍, ନେଦରଲ୍ୟାଣ୍ଡ ଓ ଫିନଲାଣ୍ଡ । ଏପରିକି ଆମେରିକା କଥାରେ ହଁ ନଭରିଲେ, ଏହି ଶୁଳ୍କକୁ ଜୁନ୍ ପହିଲାରୁ ୨୫ ପ୍ରତିଶତକୁ ବଢ଼ାଇ ଦିଆଯିବ ବୋଲି ଧମକ ଦେଇଛନ୍ତି ଟ୍ରମ୍ପ । 

What's Your Reaction?

like

dislike

love

funny

angry

sad

wow