ବଢିବ ଚାଷୀ ପଞ୍ଜୀକରଣ ଅବଧି

This year, a record number of farmers have registered for paddy procurement. For those farmers who missed the process, discussions are underway and a decision will be taken soon — likely extending the registration period. Interestingly, many farmers who had earlier left farming are now returning to agricultural activities. So far, 19.66 lakh farmers have registered for the current Kharif season.

ବଢିବ ଚାଷୀ ପଞ୍ଜୀକରଣ ଅବଧି

 ଏବର୍ଷ ରେକର୍ଡ ସଂଖ୍ୟକ ଚାଷୀ କରିଛନ୍ତି ପଞ୍ଜୀକରଣ।ଯେଉଁ ଚାଷୀ ରହିଗଲେ, ସେମାନଙ୍କ ପାଇଁ ଚାଲିଛି ବିଚାର ,ଖୁବଶୀଘ୍ର ନିଆଯିବ ନିଷ୍ପତି। କିନ୍ତୁ ବଢିବ ପଞ୍ଜୀକରଣ ଅବଧି। ଯେଉଁମାନେ ଚାଷ ଛାଡିଥିଲେ ସେମାନେ ଚାଷ କାର୍ଯ୍ୟକୁ ଫେରୁଛନ୍ତି । ୧୯ ଲକ୍ଷ୍ୟ  ୬୬  ହଜାର ଚାଷୀ ବର୍ତ୍ତମାନ ସୁଦ୍ଧା କରିଛନ୍ତି ପଞ୍ଜୀକରଣ ।