ପୋଲିସ ହେପାଜତରୁ ଆପ୍ ବିଧାୟକ ପଠାନମାଜରା ଫେରାର

Punjab AAP MLA Harmit Singh Pathanmajra has escaped from police custody. According to reports, on August 25, a complaint was lodged against him for allegedly leaking a woman’s video and threatening to kill her. Following the complaint, the police had initiated action. However, after learning about his impending arrest, Pathanmajra fled from Punjab to Haryana and went into hiding. Later, when the police in Haryana conducted a raid, they arrested the MLA and were taking him to the local police station. On the way, Pathanmajra and his associates opened fire on the police. In this attack, one policeman was injured. Reportedly, the MLA and his aides even rammed a vehicle over a policeman and managed to flee from the spot.

Sep 2, 2025 - 14:06
 0  10
ପୋଲିସ ହେପାଜତରୁ ଆପ୍ ବିଧାୟକ ପଠାନମାଜରା ଫେରାର

ପୋଲିସ ହେପାଜତରୁ ପଞ୍ଜାବ ଆପ୍ ବିଧାୟକ ହରମିତ ସିଂ ପଠାନମାଜରା ଫେରାର।ସୂଚନା ଅନୁଯାୟୀ, ଅଗଷ୍ଟ ୨୫ ରେ ଜଣେ ମହିଲାଙ୍କ ଭିଡିଓ ଲିକ୍ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ପଠାଣମାଜରାଙ୍କ ନାମରେ ହୋଇଥିଲା ଅଭିଯୋଗ  । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୁଲିସ । କିନ୍ତୁ ଗିରଫ ହେବାର ଖବର ପାଇବା ପରେ ପଞ୍ଜାବରୁ ହରିୟାଣାକୁ ପଳାଇ ସେଠାରେ ଲୁଚି ରହିଥିଲେ ପଠାଣମାଜରା ।ପୁଲିସ ହରିୟାଣାରେ ଚଢ଼ାଉ କରି ବିଧାୟକଙ୍କୁ ଗିରଫ କରି ସ୍ଥାନୀୟ ଥାନାକୁ ନେଉଥିବାବେଳେ ରାସ୍ତାରେ ପଠାଣମାଜରା ଓ ତାଙ୍କ ସାଥୀମାନେ ପୁଲିସ ଉପରକୁ ଚଳାଇଥିଲେ ଗୁଳି । ଏହି ଆକ୍ରମଣରେ ଆହତ ହୋଇଥିଲେ ଜଣେ ପୁଲିସକର୍ମୀ। ଏପରିକି ବିଧାୟକ ଓ ତାଙ୍କ ସାଥୀମାନେ ପୁଲିସକର୍ମୀଙ୍କ ଉପରେ ଗାଡି ଚଢ଼ାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ହୋଇଛି ଅଭିଯୋଗ  ।

What's Your Reaction?

like

dislike

love

funny

angry

sad

wow