ଟି-୨୦ରୁ ସନ୍ୟାସ ନେଲେ ମିଚେଲ ଷ୍ଟାର୍କ

Australia faces a major setback ahead of the World Cup. Fast bowler Mitchell Starc has announced his retirement from T20 international cricket. The 35-year-old Starc stated that he made this decision keeping in mind India’s Test tour, the Ashes, and the 2027 ODI World Cup. He played his last T20 international match against India in June 2024.

Sep 2, 2025 - 15:28
 0  16
ଟି-୨୦ରୁ ସନ୍ୟାସ ନେଲେ ମିଚେଲ ଷ୍ଟାର୍କ

ବିଶ୍ବକପ ପୂର୍ବରୁ ଅଷ୍ଟ୍ରେଲିଆକୁ ମିଳିଛି ବଡ ଝଟକା।ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ଚି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । ୩୫ ବର୍ଷୀୟ ଷ୍ଟାର୍କ କହିଛନ୍ତି ଯେ, ସେ ଭାରତର ଟେଷ୍ଟ ଗସ୍ତ, ଆଶେସ ଏବଂ ୨୦୨୭ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ନେଇଛନ୍ତି ଏହି ନିଷ୍ପତ୍ତି । ସେ ଜୁନ ୨୦୨୪ରେ ଭାରତ ବିପକ୍ଷରେ ଖେଳିଥିଲେ ଶେଷ ଟି-୨୦।

What's Your Reaction?

like

dislike

love

funny

angry

sad

wow