ବଦଳିଲା ନବୀନ ପଟ୍ଟନାୟକଙ୍କ ସାମାଜିକ ଗଣମାଧ୍ଯମ ପ୍ରୋଫାଇଲ୍
ବଦଳିଲା ନବୀନ ପଟ୍ଟନାୟକଙ୍କ ସାମାଜିକ ଗଣମାଧ୍ଯମ ପ୍ରୋଫାଇଲ୍ । ପ୍ରୋଫାଇଲରେ ରହିଛି ବିଜେଡି ସଭାପତି । ଏକ୍ସ ଏବଂ ଇନଷ୍ଟାଗ୍ରାମରେ ବଦଳାଇଛନ୍ତି ପ୍ରୋଫାଇଲ ଷ୍ଟାଟସ । ପୂର୍ବରୁ ମୁଖ୍ୟମନ୍ତ୍ରୀଭାବେ ରହିଥିଲା ପ୍ରୋଫାଇଲ । ମାତ୍ର ଏବେ ବିଜେଡି ସଭାପତି ଭାବେ ପ୍ରୋଫାଇଲ ହୋଇଛି ଅପଡେଟ ।
What's Your Reaction?