ଜିତିଲେ ସୁରେଶ ପୂଜାରୀ

Jun 4, 2024 - 14:20
Jun 4, 2024 - 14:20
ଜିତିଲେ ସୁରେଶ ପୂଜାରୀ

ବ୍ରଜରାଜନଗରରେ ଫୁଟିଲା ପଦ୍ମ। ବିଜୟୀ ହେଲେ ଭାଜପା ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ। ସୁରେଶ, ବିଜେଡିର ଅଳକା ମହାନ୍ତିଙ୍କୁ ୨୨,୦୦୨ ଭୋଟ ବ୍ୟବଧାନରେ ହରାଇ ବଡ଼ ବିଜୟ ହାସଲ କରିଛନ୍ତି। ସେ ୭୧,୭୯୭ ଭୋଟରେ ହୋଇଛନ୍ତି ବିଜୟୀ ।

What's Your Reaction?

like

dislike

love

funny

angry

sad

wow