ମଣ୍ଡିରେ କଙ୍ଗନା ଆଗୁଆ, ଆମେଠିରେ ସ୍ମତି ଇରାନୀ ପଛୁଆ, ବାରାଣସୀରେ ମୋଦୀ, ରାଏବରେଲିରେ ରାହୁଲ ଗାନ୍ଧୀ ଆଗୁଆ ।

Jun 4, 2024 - 11:13
 0  3
ମଣ୍ଡିରେ କଙ୍ଗନା ଆଗୁଆ, ଆମେଠିରେ ସ୍ମତି ଇରାନୀ ପଛୁଆ, ବାରାଣସୀରେ ମୋଦୀ, ରାଏବରେଲିରେ ରାହୁଲ ଗାନ୍ଧୀ ଆଗୁଆ ।

ତାଜା ସୂଚନା ଅନୁସାରେ, ହିମାଚଳପ୍ରଦେଶ ମଣ୍ଡିରେ ୩୦ ହଜାର ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ । ସେହିପରି ରାଏବରେଲିରେ ରାହୁଲ ଗାନ୍ଧୀ ଓ ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀ ଆଗେଇ ଚାଲିଥିବାବେଳେ ମିରଟରେ ଅରୁଣ ଗୋଭିଲ ଆଗରେ ଥିବା ଜଣାପଡିଛି । ଅନ୍ୟପଟେ ଆମେଠିରେ ସ୍ମୃତି ଇରାନି ଓ ସୁଲତାନପୁରରେ ମାନେକା ଗାନ୍ଧୀ ପଛୁଆ ଚାଲିଥିବା ମିଳିଛି ସୂଚନା।

What's Your Reaction?

like

dislike

love

funny

angry

sad

wow