ବର୍ଷାରେ ଭିଜିପାରେ ଦଶହରା
ବର୍ଷାରେ ଭିଜିପାରେ ଦଶହରା। ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ରହିଛି ସମ୍ଭାବନା । ଫଳରେ ୪ ତାରିଖରୁ ରାଜ୍ୟରେ ବୃଦ୍ଧି ପାଇବ ବର୍ଷାର ପରିମାଣ। ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ବିକ୍ଷିପ୍ତ ବର୍ଷା । ହେଲେ ରାଜ୍ୟର କେଉଁ ଜିଲ୍ଲାରେ ଏହାର କେତେ ପ୍ରଭାବ ପଡ଼ିବ ସେ ନେଇ ଆକଳନ ହୋଇନଥିବା କହିଛି ପାଣିପାଗ କେନ୍ଦ୍ର ।
What's Your Reaction?