ବଲ୍ଲେ ବଲ୍ଲେ ଢାବାରେ ପଡ଼ିଲା ତାଲା

Jul 2, 2024 - 16:34
 0  2
ବଲ୍ଲେ ବଲ୍ଲେ ଢାବାରେ ପଡ଼ିଲା ତାଲା

ଯାଜପୁର ଧର୍ମଶାଳାର ବଲେ ବଲେ ଢାବାକୁ ନେଇ ଚର୍ଚ୍ଚା ଥମୁନଥିବାବେଳେ ଆଜି ଢାବାରେ ପଡିଛି ତାଲା । ବିନା କାଗଜପତ୍ରରେ ଏହି ଢାବା ବେଆଇନ ଭାବେ ଚାଲିଥିବା ଅଭିଯୋଗ ଉଠିବା ପରେ ଏନେଇ ଆରମ୍ଭ ହୋଇଥିଲା ଖୋଳତାଡ  । ଫଳରେ ଏହାକୁ ବନ୍ଦ୍ କରିବାକୁ ଗତକାଲି ନୋଟିସ୍ କରିଥିଲେ ବିଡିଓ  । ଏହା ପରେ ରାତା ରାତିଖାଲି ହୋଇଥିଲା  ସମସ୍ତ ଆସବାବପତ୍ର  । ହେଲେ କିଏ ଓ କାହିଁକି ଢାବା ଖାଲି କଲା ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

What's Your Reaction?

like

dislike

love

funny

angry

sad

wow