ବାଣ କାରଖାନାରେ ବିସ୍ଫୋରଣ ,୬ ମୃତ
ତାମିଲନାଡୁର ବିରୁଧୁନଗର ଜିଲାରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ହୋଇଛି ମୃତ୍ୟୁ । ରାସାୟନିକ ପଦାର୍ଥ ମିଶ୍ରଣ ପ୍ରକ୍ରିୟା ସମୟରେ ଏହି ବିସ୍ଫୋରଣ ଘଟିଥିବା ମିଳିଛି ସୂଚନା। ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଅନେକ କୋଠରୀ । ଏହି କାରଖାନାର ୩୫ଟି କୋଠରୀରେ କାମ କରନ୍ତି ୮୦ରୁ ଅଧିକ ଶ୍ରମିକ।
What's Your Reaction?