ବିଜେପିରେ ମିଶିଲେ କୈଳାଶ ଗେହଲଟ

ବିଜେପିରେ ମିଶିଲେ  କୈଳାଶ ଗେହଲଟ

ସମସ୍ତ କଳ୍ପନାଜଳ୍ପନାର ହେଲା ଅନ୍ତ ।ବିଜେପି କାର୍ଯ୍ୟାଳୟ ଯାଇ ପଦ୍ମ ଧରିଲେ କୈଳାଶ ଗେହଲଟ । ଗତକାଲି ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିଲେ କୈଳାଶ । ଏହାପରେ ବିଜେପିରେ ମିସିବା ନେଇ ଜୋର ଧରିଥିଲା ଚର୍ଚ୍ଚା  ।