ବିଫଳ ହେଲା ଇସ୍ରୋର PSLV C62 ମିଶନ

ISRO’s PSLV-C62 mission failed as the satellite ‘Anvesha’ could not be successfully placed into orbit. The rocket reportedly deviated from its intended trajectory at the final stage. Although the launch of ISRO’s first orbital mission of 2026 was executed successfully, the satellite could not be deployed. The key payload of this mission was EOS-N1 ‘Anvesha’, which was designed for advanced Earth observation applications.

Jan 12, 2026 - 16:49
 0  1
ବିଫଳ ହେଲା ଇସ୍ରୋର PSLV C62 ମିଶନ

ବିଫଳ ହେଲା ISROର PSLV C62 ମିଶନ।ଉପଗ୍ରହ କକ୍ଷପଥରେ ସ୍ଥାପିତ ହୋଇପାରିଲା ନାହିଁ  'ଅନ୍ୱେଷା' । ଶେଷ ସମୟରେ ଗତିପଥ ବଦଳାଇଦେଇଛି ରକେଟ୍ । ଭାରତୀୟ ମହାକାଶ ଗବେଷଣା ସଂଗଠନର ୨୦୨୬ ପାଇଁ ପ୍ରଥମ କକ୍ଷପଥ ମିଶନ ସଫଳତାର ସହ କରାଯାଇଥିଲା ଉତକ୍ଷେପଣ । କିନ୍ତୁ ସ୍ଥାପିତ ହୋଇପାରିଲା ନାହିଁ ଉପଗ୍ରହ ।ଏହି ମିଶନର ମୁଖ୍ୟ ଉପାଦାନ ଥିଲା EOS-N1 ଅନ୍ୱେଷା ।ଅନ୍ୱେଷା ଉପଗ୍ରହକୁ ଉନ୍ନତ ପୃଥିବୀ ପର୍ଯ୍ୟବେକ୍ଷଣ ପ୍ରୟୋଗ ପାଇଁ କରାଯାଇଥିଲା ଡିଜାଇନ୍।

What's Your Reaction?

like

dislike

love

funny

angry

sad

wow