ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ ପାର୍‌ କଲା ଦିଲ୍ଲୀ ପ୍ରଦୂଷଣ

Nov 3, 2024 - 11:56
 0  3
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ ପାର୍‌ କଲା ଦିଲ୍ଲୀ ପ୍ରଦୂଷଣ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ ପାର୍‌ କଲା ଦିଲ୍ଲୀ ପ୍ରଦୂଷଣ। ପାଞ୍ଚ ଶହ ଟପିଗଲା ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ମାତ୍ରା। ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି । ଏକ ସର୍ବେକ୍ଷେଣରୁ ଜଣାପଡ଼ିଛି ଯେ, ବାୟୁ ଗୁଣବତ୍ତା ଖରାପ ହେବାପରେ ପୂରାପୂରି ବିଗିଡ଼ି ଯାଇଛି ଦିଲ୍ଲୀ-ଏନସିଆରର ଅବସ୍ଥା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ୟ୍ୟ ମାନଦଣ୍ଡଠାରୁ ୬୫ ପ୍ରତିଶତ ଅଧିକ ରହିଛି ଦିଲ୍ଲୀର ପ୍ରଦୂଷଣ,ଯାହାକି ଅନ୍ୟନ୍ତ ‘ବିପଜ୍ଜନକ’ ବା 'ଗୁରୁତର' ଭାବରେ କରାଯାଏ ବିବେଚନା । ଏହି ବାୟୁ ପ୍ରଦୂଷଣ ହେତୁ ଗଳା ଯନ୍ତ୍ରଣା, କାଶ ସମେତ ବିଭିନ୍ନ ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି ଦିଲ୍ଲୀର ପ୍ରାୟ ୬୯ ପ୍ରତିଶତ ପରିବାର।

What's Your Reaction?

like

dislike

love

funny

angry

sad

wow