୨୫ ନଭେମ୍ବରରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ
୨୫ ନଭେମ୍ବରରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ୨୦ ଡିସେମ୍ବର ଯାଏଁ ଚାଲିବ ଅଧିବେଶନ ।ସେପଟେ ମୋହନ ସରକାରଙ୍କ ପ୍ରଥମ ଶୀତକାଳୀନ ଅଧିବେଶନ ଆସନ୍ତା ୨୬ ତାରିଖ ଠାରୁ ହେବ ଆରମ୍ଭ। ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହୋଇ ୩୫ ଦିନ ପରେ ହେବ ଶେଷ । ଡିସେମ୍ବର ୩୧ ଯାଏଁ ଚାଲିବ ଏହି ଅଧିବେଶନ। ଏହାରି ମଧ୍ୟରେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିବ ବୋଲି ମିଳିଛି ସୂଚନା।
Jangyaseni Parida