ଡାକ୍ତର ବନିବେ ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି

Aug 29, 2024 - 12:27
 0  9
ଡାକ୍ତର ବନିବେ ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି

ଡାକ୍ତର ବନିବେ ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି । ମଦୁଲିପଡା ପଞ୍ଚାୟତର ବଡବେଲ ଗ୍ରାମର ହାଡୁ ମୁଦୁଲିଙ୍କ ପୁଅ ମଙ୍ଗଳା ପାଲଟିବେ ବଣ୍ଡାଘାଟିର ପ୍ରଥମ ଡାକ୍ତର।ନିଟ୍ ପରୀକ୍ଷାରେ ସଫଳତା ପାଇବା ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ପଢିବେ ପାଠ । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ବଣ୍ଡା ଅଞ୍ଚଳବାସୀଙ୍କ ମନରେ ଖେଳିଯାଇଛି ଖୁସିର ଲହରୀ ।

What's Your Reaction?

like

dislike

love

funny

angry

sad

wow