ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ମାମଲାର ରାୟ ପ୍ରକାଶ : ୯ ଜଣଙ୍କୁ ଆଜୀବନ କାରାଦଣ୍ଡ

Aug 28, 2024 - 15:16
 0  2
ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ମାମଲାର ରାୟ ପ୍ରକାଶ : ୯ ଜଣଙ୍କୁ ଆଜୀବନ କାରାଦଣ୍ଡ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ଆସିଛି ବଡ଼ ରାୟ। ୯ ଜଣ ଦୋଷୀଙ୍କୁ ଆଜୀବନ କାରାଗର ଦଣ୍ଡାଦେଶ ଶୁଣାଇଛନ୍ତି ସାଲେପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଅଦାଲତ। ତେବେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ କରାଯାଇଛି ଖଲାସ । ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ଜାନୁଆରୀ ୨ ତାରିଖରେ  ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ବହୁ ନିର୍ମମ ଭାବରେ କରାଯାଇଥିଲା ହତ୍ୟା ।

What's Your Reaction?

like

dislike

love

funny

angry

sad

wow