କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଠିଆପଡା ଛାତ୍ରୀ ପୋଡି ଘଟଣା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ
After 13 days, the postmortem report has been released in the case of the schoolgirl from Kathiapada, Pattamundai (Kendrapara) who died after being set on fire. The report clarified that the girl was not murdered but had poured petrol on herself and set herself ablaze, leading to her death. The autopsy revealed that 95% of her body was burnt. This information was shared by Kendrapara SP Siddharth Kataria during a press conference.
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଠିଆପଡା ଛାତ୍ରୀ ପୋଡି ଓ ମୃତ୍ୟୁ ଘଟଣାର ୧୩ ଦିନ ପରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ l ତେବେ ଛାତ୍ରୀଙ୍କୁ କେହି ହତ୍ୟା କରି ନାହିଁ ବରଂ ସେ ପେଟ୍ରୋଲ ଢାଳି ହୋଇ ଆତ୍ମାହୁତି ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ମିଶିଛି ସୂଚନାlପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି ଯେ, ପୋଡିଯାଇଥିଲା ଛାତ୍ରୀଙ୍କ ଶରୀରର ୯୫ ପ୍ରତିଶତ l ଏକ ସମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଏସ୍ପି ସିଦ୍ଧାର୍ଥ କଟାରିଆl
What's Your Reaction?