ମା’ ଦୁର୍ଗାଙ୍କ ଆଗମନକୁ ଅପେକ୍ଷା, ଉତ୍ସବମୁଖର ରାଜଧାନୀ
ଆଜି ହେଉଛି ମାଆ ଦୁର୍ଗାଙ୍କ ମହାଷଷ୍ଠୀ । ମାଆଙ୍କ ଆଗମନକୁ ନେଇ ଏବେ ସବୁଠି ଉତ୍ସାହ । ପୂଜାମଣ୍ଡପଗୁଡ଼ିକ ସଜେଇ ହେଲାଣି, ଆଉ ଭକ୍ତମାନେ ବି ମାଆଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି ।
ଆଜି ହେଉଛି ମାଆ ଦୁର୍ଗାଙ୍କ ମହାଷଷ୍ଠୀ । ମାଆଙ୍କ ଆଗମନକୁ ନେଇ ଏବେ ସବୁଠି ଉତ୍ସାହ । ପୂଜାମଣ୍ଡପଗୁଡ଼ିକ ସଜେଇ ହେଲାଣି, ଆଉ ଭକ୍ତମାନେ ବି ମାଆଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି । ତେବେ ମାଆଙ୍କ ଆଗମନକୁ ନେଇ ରାଜଧାନୀରେ ମଧ୍ୟ ଉତ୍ସାହର ମାହୋଲ । ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ଗତକାଲି ମହାଷଷ୍ଠୀ ଓ ବେଲବରଣୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆଜି ମଧ୍ୟ ମାଆଙ୍କ ପୂଜା ଅର୍ଚ୍ଚନା ଚାଲିଛି ।
What's Your Reaction?