ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Union Minister Dharmendra Pradhan has written a letter to Chief Minister Mohan Charan Majhi. In the letter, the Union Minister has urged the Chief Minister to immediately constitute the State Backward Classes Commission. It has been mentioned that the tenure of the Odisha State Backward Classes Commission ended on January 3, 2024. As new members have not yet been appointed, the commission is currently non-functional. Therefore, the Union Minister has requested the immediate reconstitution of the Odisha State Backward Classes Commission.

Dec 22, 2025 - 14:44
 0  2
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଉଲ୍ଲେଖ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ଯେ, ରାଜ୍ୟରେ ପଛୁଆ ବର୍ଗ ଆୟୋଗକୁ ତୁରନ୍ତ କରାଯାଉ ଗଠନ  । ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ କାର୍ଯ୍ୟକାଳ ଗତ ଜାନୁଆରୀ ୩ ତାରିଖ ୨୦୨୪ ମସିହାରୁ ହୋଇସାରିଛି  ଶେଷ । ନୂତନ ସଦସ୍ୟ ଚୟନ ହୋଇନଥିବାରୁ ବର୍ତ୍ତମାନ ଏହା ହୋଇପାରୁନାହିଁ କାର୍ଯ୍ୟକ୍ଷମ  । ତେଣୁ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow